‘ଓମିକ୍ରନ୍‌’ଜନିତ ବିସ୍ଫୋରକ ସ୍ଥିତି ସହ ବିଶ୍ବରେ ୩୦ କୋଟି ଟପିଲା କୋଭିଡ୍‌-୧୯ ସଂକ୍ରମଣ

ୱାସିଂଟନ୍‌: ଗତ ସପ୍ତାହରେ ବହୁ ଦେଶରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଜନିତ ନୂଆ ସଂକ୍ରମଣ ସଂଖ୍ୟା ଅତି କ୍ଷିପ୍ର ବେଗରେ ବୃଦ୍ଧି ପାଇବା ସହ ଶୁକ୍ରବାର ଦିନ ସମଗ୍ର ବିଶ୍ବରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୩୦ କୋଟି ଟପିଯାଇଛି। ମହାମାରୀ ଆରମ୍ଭ ପର ଠାରୁ ଗତ ୭ ଦିନ ମଧ୍ୟରେ ୧୮ଟି ୟୁରୋପୀୟ ଏବଂ ୭ଟି ଆଫ୍ରିକୀୟ ଦେଶ ସମେତ ୩୪ଟି ଦେଶରେ ସାପ୍ତାହିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇଥିବା … Continue reading ‘ଓମିକ୍ରନ୍‌’ଜନିତ ବିସ୍ଫୋରକ ସ୍ଥିତି ସହ ବିଶ୍ବରେ ୩୦ କୋଟି ଟପିଲା କୋଭିଡ୍‌-୧୯ ସଂକ୍ରମଣ